୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା : ଥଣ୍ଡା କମିବ, ତାପମାତ୍ରା ବଢ଼ିବ

ସୋନପୁର ସବୁଠୁ ଥଣ୍ଡା ସହର ଭୁବନେଶ୍ୱର: ରାଜ୍ୟରେ ଲଗାତାର ୫ ଦିନ ଧରି ତାପମାତ୍ରା ଖସିବାରେ ଲାଗିଥିବା ବେଳେ ଫେବ୍ରୁଆରିର ଶୀତ ଏବେଠାରୁ ଅନୁଭୂତ ହେଉଥିଲା। କିଛି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଥିବା ଓ କେତେକ ସ୍ଥାନର ପାରଦ ୫ ଡିଗ୍ରି ପର୍ଯ୍ୟନ୍ତ ଖସି ଏବେଠାରୁ ଶୀତ ଡରାଉଥିଲା। କିନ୍ତୁ ଆସନ୍ତା ୨୪ ଘଣ୍ଟାରେ ପୁଣି ସ୍ବାଭାବିକ ସ୍ତରକୁ ଆସିଯିବ ରାଜ୍ୟର ତାପମାତ୍ରା। ରାଜ୍ୟକୁ ପୂର୍ବ ତରଙ୍ଗାୟିତ … Continue reading ୨୪ ଘଣ୍ଟାରେ ସ୍ୱାଭାବିକ ହେବ ତାପମାତ୍ରା : ଥଣ୍ଡା କମିବ, ତାପମାତ୍ରା ବଢ଼ିବ